Physical Address

304 North Cardinal St.
Dorchester Center, MA 02124

ODIA PASSAGE SERIES PAGE 1 BEST OF BEST 2024

ODIA PASSAGE SERIES PAGE 1 BEST OF BEST 2024

ODIA PASSAGE SERIES PAGE 1 BEST OF BEST 2024

ନିର୍ବାଚନ ଆସିଲେ ଥିବା ଦଳ ସଦାବେଳେ ଲୋକାଭିମୁଖୀ ବଜେଟ ଉପରେ ଗୁରୁତ୍ଵ ଦିଅନ୍ତି । ଆଗକୁ ଯେଉଁ ନିର୍ବାଚନ ହେବାକୁ ଯାଉଛି, ସେଥିରେ ଦେଶ ବ୍ୟାପୀ ଶାସକ-ବିରୋଧୀ ଦଳଗୁଡିକ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିବ- ଏବେଠୁ ତାହାର ସଙ୍କେତ ମିଳିଲାଣି। ସବୁ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନାନାପ୍ରକାର ଲୋ ଭ ଦେଖାଇବେ। ଆମ ଦେଶର ପ୍ରାୟ ୨୦ ପ୍ରତିଶତରୁ ଅଧିକ ଭୋଟର ନିରକ୍ଷର। ନେତାଙ୍କ _ ଭେଳିକିରେ ଅନେକ ଭଳିଯିବାର ବି ଆଶଙ୍କା ରହିଛି। ସମୟ ଧୀରେ ଧୀରେ ବଦଳୁଛି, ଲୋକେ ସଚେତନ ହେଉଛନ୍ତି | ଲୋକାଭିମୁଖୀ ଯୋଜନା ସମସ୍ତଙ୍କ ପାଇଁ ସ୍ଵାଗତଯୋଗ୍ୟ, କିନ୍ତୁ ଏ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ରାଜ୍ୟ ତଥା ଦେଶକୁ ବିକାଶ ବାଟରେ ଆଗେଇନେବା ନେତା, ମନ୍ତ୍ରୀ, ପ୍ରଶାସକଙ୍କ ଦାୟିତ୍ଵ । ଭଲ ନେତା ବା କାମିକା ସରକାରଙ୍କ ପଛରେ ଭୋଟରଙ୍କ ଆକୁଣ୍ଠିତ ସମର୍ଥନ କାଳେ କାଳେ ଥାଏ। ସବୁ ଦିନ ସମସ୍ତଙ୍କୁ ଅନ୍ଧାରରେ ରଖିବାର ସମୟ ଆଉ ନାହିଁ। ତେଣୁ ନିର୍ବାଚନକୁ ଯିବା ପୂର୍ବରୁ ଆମ ସାମାଜିକ ଓ ଆର୍ଥିକ ବ୍ୟବସ୍ଥା କୁ ସଜାଡିବା ନିମନ୍ତେ ରାଜନୈତିକ _ ଦଳଗୁଡିକ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ଗୁରୁତ୍ଵ ଦେବା ଆବଶ୍ୟକ ଦୁର୍ନୀତି ହଟାଇ ବିକାଶକୁ ତ୍ବରାନ୍ବିତ କରିବା . କେବଳ ଭାଷଣରେ ସୀମିତ ନ ରହି ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେବା ଦରକାର। ଏଥିପାଇଁ ସାଧାରଣ ଲୋକ ଏବଂ ° । ନାଗରିକ ସଙ୍ଗଠନର ମଧ୍ଯ ଗୁରୂଦାୟିତ୍ଵ ରହିଛି। ନିର୍ବାଚନକୁ ଯିବା ପୂର୍ବରୁ ରାଜନୈତିକ ଦଳଗୁଡିକ ପ୍ରତିଶ୍ରୁତିର _ ଇସ୍ତାହାର ପ୍ରସ୍ତୁତିରେ ଏବେ ବ୍ୟସ୍ତ । ଏହି ପ୍ରତିଶ୍ରୁତି ଭିତରୁ ସବୁଠୁ କ୍ଷତିକାରକ ହେଲା ମାଗଣରେ ସାମଗ୍ରୀ ବଣ୍ଟନ। କିଛି _ କାଳ ପାଇଁ ଏହା କେତେକଙ୍କୁ ଖୁସି ଦେଇପାରେ କିନ୍ତୁ ଅବଶିଷ୍ଟ କାଳ ସମସ୍ତଙ୍କୁ ବିପଦକୁ ଠେଲିଦେବ । ରୋଜଗାର _ ପାଇଁ ସାମର୍ଥ୍ୟ ବିକାଶ ନ ହେଲେ ସମସ୍ତେ ମାଗଣା ସାମଗ୍ରୀ ପଛରେ ଗୋଡାଇବେ। ଏହା କାଯ୍ୟଦକ୍ଷତାକୁ କରିବା ସହିତ ବେରୋଜଗାରି କରିଦେବ । ଏଥ ପ୍ରତି ସାବଧାନ ରହିବା ଦରକାର।

ODIA PASSAGE SERIES PAGE 1 BEST OF BEST 2024
ODIA PASSAGE SERIES PAGE 1 BEST OF BEST 2024

1.ଆମ ଦେଶରେ କେତେ ପ୍ରତିଶତ ରୁ ଉପରେ ଲୋକ ନିରକ୍ଷର

A.20

B.80

C.12

D.23

2. କେଉଁ ପ୍ରତିଶ୍ରୁତି କୁ ସବୁଠୁ କ୍ଷତିକାରକ ବୋଲି କୁହାଯାଇଛି?

A.ଟଙ୍କା ଦେବା

B.ରାସ୍ତା କରିବା

C.ମାଗଣାରେ ସାମଗ୍ରୀ ବଣ୍ଟନ

D.ଦରଦାମ କମ୍ କରିବା

3.କଣ ନହେଲେ ଲୋକ ମାଗଣା ସାମଗ୍ରୀ ପଛରେ ଗୋଡାଇବେ।

A. ଘର ନଥିଲେ

B.ବର୍ଷା ନହେଲେ

C.ଟଙ୍କା ନଥିଲେ

D. ରୋଜଗାର ପାଇଁ ସାମର୍ଥ୍ୟ ନଥିଲେ

4.ନିର୍ବାଚନ ଆସିଲେ ଦଳମାନେ କାହା ଉପରେ ଗୁରୁତ୍ଵ ଦିଅନ୍ତି

A.ଭୋଟ ଉପରେ

B.ସାମଗ୍ରୀ ବଣ୍ଟନ ଉପରେ

C.ଲୋକାଭିମୁଖୀ ବଜେଟ୍ ଉପରେ

D.ଗରିବ ଲୋକଙ୍କ ଉପରେ

5.’ଲୋଭୀ’ ର ବିପରୀତ ଶବ୍ଦ ଟି କଣ ହବ?

A.ଅଲୋଭ

B.ଦାନୀ

C.ନିର୍ଲୋଭ

D.ଲୋଭ ହିନ

ANSWER KEY Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *