Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST 2024 PART-7

ODIA PASSAGE BEST OF BEST 2024 PART-7

ODIA PASSAGE BEST OF BEST 2024 PART-7

ODIA PASSAGE BEST OF BEST 2024 PART-7
ODIA PASSAGE BEST OF BEST 2024 PART-7

ରାମାନୁଜନଙ୍କ ଜୀବନୀ ଅଧ୍ୟୟନ କଲେ ସ୍ପଷ୍ଟ ହୁଏ ଯେ, ତାଙ୍କଠାରେ କେବଳ ଆର୍ଥିକ ସମ୍ବଳର ଅଭାବ ନଥିଲା, ଉଚ୍ଚ ସୋପାନରେ ପହଞ୍ଚିବା ସକାଶେ ସ୍ଵୀକୃତ ଶୈକ୍ଷିକ ପ୍ରମାଣପତ୍ର ମଧ୍ୟ ନଥିଲା। କିନ୍ତୁ ସେ ଯେଉଁ ପ୍ରକାର ଚେଷ୍ଟା ଅନବରତ ଭାବେ କରୁଥିଲେ, ତାହା ଥିଲା ଅସ୍ଵାଭାବିକ | ସେ ଦେଶ ବିଦେଶରେ, ପରିଚିତ ଅପରିଚିତ, ଗଣିତଜ୍ଞମାନଙ୍କ ପାଖକୁ ଗଣିତରେ ତାଙ୍କ ଉପଲବ୍ଧି ମାନ ପତ୍ର ମାଧ୍ୟମରେ ଜଣାଉଥିଲେ । ଏହାର ସୁଫଳ ସେ ପରେ ପାଇଲେ। ରାମାନୁଜଙ୍କ ସମ୍ମାନାଥେ ଭାରତ ସରକାରଙ୍କ ଘୋଷଣାନୁସାରେ ୨୦୧୨ ମସିହାରୁ ତାଙ୍କ ଜନ୍ମଦିନ, ଡି ସେମ୍ବର୍ ୨୨ ତାରିଖକୁ ଜାତୀୟ ଗଣିତ ଦିବସ ( ନ୍ୟା ସନାଲ ମାଥମେଟିକ୍ସ ଡେ) ଭାବେ ପାଳନ କରା ଯାଉଛି । ୨୦୧୫ରେ “ଦି ମ୍ୟାନ ହୂ ନିୟୁ ଇନ୍‌ଫିନିଟି’ ଶୀଷିକ ଗୋଟି ଏ ଇଂରେଜୀ ଚଳଚ୍ଚି ତ୍ର ମୁକ୍ତି ଲାଭ କରିଥିଲା । ତେବେ ତାଙ୍କର ଏହି ଅପାର ଖ୍ୟାତି ପଛରେ ତାଙ୍କ ପ୍ରଚଣ୍ଡ ପ୍ରତିଭା ବ୍ୟତୀତ ଅନ୍ୟ କାରଣମାନ ହେଉଛି ଇଂରେଜ ପରି ଏକ ଆନ୍ତର୍ଜାତିକ ବିଦେଶୀ ଭାଷା, ଜ୍ଞାନ ଓ ଇଂଲଣ୍ଡ ପରି ଏକ ଉନ୍ନତ ପାଶ୍ଚାତ୍ୟ ଦେଶରେ ପାଞ୍ଚବର୍ଷ ରହଣି ମଧ୍ୟରେ କ୍ୟମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ । ପ୍ରସଙ୍ଗ କ୍ରମେ ରାମାନୁଜନଙ୍କ ଉଣା ଅଧିକ ସମସାମୟିକ ପଠାଣି ସାମନ୍ତ (୧୮୩୫-୧୯୦୪) ସଂସ୍କୃତରେ ଜ୍ଞାନ ଓ ଜ୍ୟୋତି ବିଜ୍ଞାନ ତଥା ଜ୍ୟୋତିଷଶାସ୍ତ୍ରରେ ପାଣ୍ଡିତ୍ୟ ଅକଳନୀୟ। ଅଳ୍ପ ଦାମରେ ବାଉଁଶ ଓ କାଠ ଦ୍ଵାରା ସେ ବୈଜ୍ଞାନିକ ଉପକରଣମାନ ପ୍ରସ୍ତୁତ କରି ଗ୍ରହନକ୍ଷତ୍ରର ଗତିବିଧି ଠିକ୍‌ ଭାବେ ନିର୍ଣ୍ଣୟ କରିପାରିଥୁଲେ: ଯାହା ପାଶ୍ଚାତ୍ୟ ଦେଶ (ଏପରିକି ଆମ ଦେଶର ଯନ୍ତର ମନ୍ତର) ର ଖର୍ଚ୍ଚ ବଦଳ ପର୍ଯ୍ୟବେକ୍ଷଣାଗାରରେ ସଂପନ୍ନ କରାଯାଏ | ପ୍ରଫେସର ଯୋଗେଶ ଚନ୍ଦ ରାୟଙ୍କ “ଇ ଣଣ୍ଟ୍ରୋଡକ୍ସନ ଟୁ ସିଦ୍ଧାନ୍ତ ଦର୍ପଣ’ ପୁସ୍ତକ ମାଧ୍ୟମରେ ତାଙ୍କ ଖ୍ୟାତି କିଛି ପରିମାଣରେ ରାଜ୍ୟର ସୀମା ଅତିକ୍ରମ କରିଥିଲା, କିନ୍ତୁ ରାମାନୂ ଜନଙ୍କ ପରି ସେ ସମ୍ମାନ ପ୍ରାପ୍ତ ହୋଇପାରି ନାହାନ୍ତି।

1.ଡ଼ି ସେମ୍ୱର 22 କଣ ପାଇଁ ଜଣାଯାଏ

A. ରାମାନୁଜ ଦିବସ

B. ଗଣିତ ଦିବସ

C. ସାହିତ୍ୟ ଦିବସ

D. ଇଂ ରାଜୀ ଦିବସ

2. ରାମାନୁଜ କୋଉଠି ପାଞ୍ଚ ବର୍ଷ ରହିଥିଲେ

A. ଓଡ଼ିଶାରେ

B. ବିଦେଶରେ

C. ଇଂଲଣ୍ଡ ରେ

D. ଫିଲ୍ମ ରେ

3. ପଠାଣି ସାମନ୍ତଙ୍କ ମୃତ୍ୟୁ କେବେ ହୋଇଥିଲା

A. 1907

B. 2000

C. 1904

D. 1814

4. ଯୋଗେଶ ଚନ୍ଦ୍ର କେଉଁ ପୁସ୍ତକ ଜଣାଶୁଣା

A. ଡ଼ି ମ୍ୟାନ ହୁ ନ୍ୟୁ ଇନ ଫି ନିଟି

B. ଜନ୍ତର ମନ୍ତର୍

C. ଇନ୍ ଟ୍ରୋ ଡ କସନ୍ ଟୁ ସିଦ୍ଧାନ୍ତ ଦର୍ପଣ

D. ବାଉଁଶ ଘର

5. ବିଫଳ ର ବିପରୀତ ଶବ୍ଦଟି କଣ

A. ସୁଫଳ

B. ଅବିଫଳ

C. ସମ୍ବଳ

D. ନିରଫଳ

ANSWER KEY click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *