Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST 2024 PART 6

ODIA PASSAGE BEST OF BEST 2024 PART 6

ODIA PASSAGE BEST OF BEST 2024 PART 6

ODIA PASSAGE BEST OF BEST 2024 PART 6
ODIA PASSAGE BEST OF BEST 2024 PART 6

ODIA PASSAGE PAGE 6

ଏକ ଅନୁଧ୍ୟାନରୁ ଜଣାପଡେ ପ୍ରାୟ ୧୯ ୯ ୭ରେ ଅଭୟାରଣ୍ୟ ଘୋଷିତ ହେବା ପରଠାରୁ ଏବଂ କାଗଜ କଳ ବାଉଁଶ ଜଙ୍ଗଲ କାର୍ଯ୍ୟ ବନ୍ଦ, କରିବା ପରଠାରୁ ପ୍ରାୟ ୨୦୧୨ ମସିହାରୁ ବିଧିବଦ୍ଧ ଭାବେ ବାଉଁଶ ଜଙ୍ଗଲ କାର୍ଯ୍ୟ ସରକାରଙ୍କ ପ୍ରଣୀତ ନୀତି ଅନୁସାରେ ହୋଇନାହିଁ। ତେଣୁ ଏହାର ଅଭିବୃଦ୍ଧି ଘଟି ନାହିଁ । ହାତୀ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ସରକାର  ମଞ୍ଜି ଥିବା ମାଟି ଗୋଳା କ୍ଷେପଣ କରୁଅଛନ୍ତି ଏବଂ ,: କେତେକ ଫଳଗଛ ମଧ୍ୟ ରୋପଣ କରୁଛନ୍ତି ; କିନ୍ତୁ ଏହା  ଭବିଷ୍ୟତ ପାଇଁ ଆଜିର ସମସ୍ୟା ପାଇଁ ନୁହେଁ । ଗୋଟିଏ  ଗଛ କଟିଗଲେ ପୁନର୍ବାର ପାଇବା ପାଇଁ ବର୍ଷ ବର୍ଷ; ଲାଗେ: କିନ୍ତୁ ଗୋଟିଏ ବାଉଁଶ ବୁଦାର ରକ୍ଷଣ ପ୍ରତ୍ୟେକ  ବର୍ଷ ୨୪ ବାଉଁଶ ଅମଳ ଦେଇଥାଏ | କୋଟି କୋଟି ବୁଦା ଏବଂ ଥି ବା କୋଟି କୋଟି ବାଉଁଶର. ରକ୍ଷଣାବେକ୍ଷଣ ପାଇଁ ବନ ବର୍ଦ୍ଧକ ନୀତି  ଏବଂ ବୁଦାରେ ବାଉଁଶ କଟେଇ ନୀତି ତାହାର ପାଳନ _ ହେବା ଦରକାର । ସରକାର କୈଫିୟତ ଦେଇପାରନ୍ତି – ଅଭୟାରଣ୍ୟରେ କାର୍ଯ୍ୟ ବନ୍ଦ ପାଇଁ ବିଚାର ବିଭାଗର “ ମଧ୍ୟ ନିର୍ଦ୍ଦେଶ ରହିଛି । କାଗଜକଳ ବା ଅନ୍ୟ ସଂସ୍ଥା “ ବାଉଁଶ କାମ ପାଇଁ ଆଗଭର ନୁହନ୍ତି । ସରକାରଙ୍କ  ପାଖରେ ଅର୍ଥବଳ, ମାନବ ସମ୍ବଳ ନାହିଁ ଇତ୍ୟାଦି  ଇତ୍ୟାଦି । ହାତୀ ସଂରକ୍ଷଣ ପାଇଁ ବାଉଁଶ ଜଙ୍ଗଲ ` ଯାହାକି ଓଡ଼ିଶାର ସମୁଦାୟ ଜଙ୍ଗଲର ୩୫ ଭାଗ, ଏହାର ` ରକ୍ଷଣ ଅତ୍ୟନ୍ତ ଜରୁରୀ । ହାତୀର ଅଧିକାଂଶ ଖାଦ୍ୟ ଏହି ଜଙ୍ଗଲରୁ ପ୍ରାପ୍ତ ହୋଇପାରିବ । ଏହି ଜଙ୍ଗଲର ଅଭିବୃଦ୍ଧି ‘ ଗ୍ରାମୀଣ ଲୋକଙ୍କୁ ସହାୟକ ହେବା ସଙ୍ଗେସଙ୍ଗେ ପ୍ରତ୍ୟେକ ବନ୍ୟ ପ୍ରାଣୀର ଜୀବନ ଧାରଣରେ ସହାୟକ – ହେବ ଏବଂ ପରିବେଶ ପାଇଁ ସକାରାତ୍ମକ ପ୍ରଭାବ ଦେଖାଇବ

A.ଗୋଟିଏ ବାଉଁଶ ବୁଦା ବର୍ଷକୁ କେତୋଟି ବାଉଁଶ ଦିଏ

a. 21

b. 22

c. 23

d. 24

B.ବାଉଁଶ ର ରକ୍ଷଣ ପାଇ କାହା ପାଖରେ ଟଙ୍କା ନାହିଁ

a. କାଗଜକଳ

b. ସରକାର

c. ଲୋକ

d. ଚାଷୀ

C.ବାଉଁଶ ଜଙ୍ଗଲ କାହାର ସଂରକ୍ଷଣ ପାଇ ଆବଶ୍ୟକ

a. ହାତୀ

b. ମାଛ

c. ବନ୍ୟପ୍ରାଣୀ

d. ଜଙ୍ଗଲ

D.ହାତୀ ମାନଙ୍କ ଖାଦ୍ୟ ପାଇ ସରକାର _____ ରୋପଣ କରୁଛନ୍ତି

a. ଜଙ୍ଗଲ

b. ଅଭୟାରଣ୍ୟ

c. ଫଳଗଛ

d. ଆଖୁ

E.ସଂରକ୍ଷଣ ର ସନ୍ଧି ବିଚ୍ଛେଦ କର

a. ସ + ରକ୍ଷଣ

b. ସୁରକ୍ଷା + ଣ

c. ସମ୍ + ରକ୍ଷଣ

d. ସମର + ଅଣ

FOR ANSWER Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *