Physical Address
304 North Cardinal St.
Dorchester Center, MA 02124
Physical Address
304 North Cardinal St.
Dorchester Center, MA 02124
ODIA OPPOSITE WORD TOP 100 EXAM ORRIENTED 2024
Odia top opposite word most frequently asked and expected to come in your next exam is given below.
ଶବ୍ଦ ବିପରୀତ ଶବ୍ଦ
ଅପେକ୍ଷା—————>ଉପେକ୍ଷା
ଅସଲ —————> ନକଲ
ଅଲଣା —————> ଲୁଣିଆ
ଆଗ —————> ପଛ
ଆନନ୍ଦ —————>ନିରାନନ୍ଦ/ବିଷାଦ
ଆଲୁଅ —————> ଅନ୍ଧାର
ଆବାହନ—————>ବିଷର୍ଜନ
ଆଦାନ —————> ପ୍ରଦାନ
ଇହ —————>ପର
ଇଷ୍ଟ —————> ଅନିଷ୍ଟ
ଉପକାର—————> ଅପକାର
ଉଦୟ —————>ଅସ୍ତ
ଉଠାଣି—————>ଗଡାଣି
କୃପଣ—————>ବଦାନ୍ୟ
ଖୋଲା—————>ମୁଦା
ଖାଲ—————>ଢିପ
ଚେମଡା—————>ମସ୍କା
ଜ୍ଞାନୀ—————>ଅଜ୍ଞାନ
ଦୂଷ୍ଟ—————>ଶିଷ୍ଟ
ପ୍ରାଚୀନ—————>ନବୀନ
ପଣ୍ଡିତ—————>ମୂର୍ଖ
ପାପ—————>ପୂଣ୍ୟ
ବନ୍ଧନ—————>ମୁକ୍ତ
ଭଲ—————>ମନ୍ଦ
କ୍ଷୁଦ୍ର—————>ବୃହତ୍
ହ୍ରସ୍ବ—————>ଦୀର୍ଘ
ସୁଲଭ—————>ଦୂର୍ଲଭ
ସାମ୍ୟ—————>ବୌଷମ୍ୟ
ଲୋଭୀ—————>ନର୍ଲୋଭ
ମିତ୍ର—————>ଶତ୍ରୁ
ମସୃଣ—————>ବନ୍ଧୁର
ମାନ—————>ଅପମାନ
Available soon
Important Note Click here
[…] Odia opposite word Click here […]