Physical Address
304 North Cardinal St.
Dorchester Center, MA 02124
Physical Address
304 North Cardinal St.
Dorchester Center, MA 02124
ODIA SYNONYMS TOP 100 EXAM ORIENTED SURE SHOT 2024
If you are going to face Odisha state exam you will get one question from Odia synonyms it this page we will discuss about frequently asked Odia synonyms in Odisha Exam.
ଦେବତା———–ଦେବ,ଅମର,ସୁର,ଆଦିତେୟ,ବିବୁଧ
ଜଳ—————ନୀର,ସଲିଳ,ଅମ୍ବୁ,ବାରି,ଜୀବନ,ଉଦକ
ନଦୀ—————ସରିତ,ତଟିନୀ,ତରଂଗିଣୀ,ପୟସ୍ବିନୀ,ନିମ୍ନଗା
ଘୋଡା————-ଅଶ୍ବ,ତୁରଗ,ତୁରଂଗ,ଘୋଟକ,ହୟ,ବାଜି
ଚନ୍ଦ୍ର—————–ଜହ୍ନ,ଶଶାଂକ,କଳାକର,ଇନ୍ଦୁ,ଚନ୍ଦ୍ରମା
ଆକାଶ————–ଅମ୍ବର,ଗଗନ,ନଭ,ବ୍ୟୋମ,ଅନ୍ତରୀକ୍ଷ
ନିଆ—————ଅଗ୍ନି,ଅନଳ,ବହ୍ନି,ଚିତ୍ରାଭାନୁ,ଜ୍ବଳନ,କୃପୀଟଯ଼ୋନୀ
ଅସୁର————–ରାକ୍ଷସ,ଦୈତ୍ୟ,ଦନୂଜ,ଦାନବ,କର୍ବୁର,ଯାତୁଧାନ
ଗାଈ—————–ଧେନୁ,ଗୋମାତା,ଗାଭୀ
ଆଖି—————–ନୟନ,ଚକ୍ଷୁ,ନେତ୍ର,ଲୋଚନ
ଘର——————ଗୃହ,ଭବନ,ଆଳୟ,ସଦନ,ଆଗାର,ନିବାସ
ପୃଥିବୀ—————-ଧରା,ଧରଣୀ,ଧରିତ୍ରୀ,ମେଦିନୀ,ଅବନୀ,ରସା,କ୍ଷମା,ବିଶ୍ୱମ୍ଭରା
ପକ୍ଷୀ——————-ଖଗ,ବିହଗ,ବିହଂଗମ,ଦ୍ୱିଜ,ଖେଚର,ଅଣ୍ଡଜ
ପବନ——————ସମୀର,ସମୀରଣ,ବାତ,ବାୟୁ,ଅନିଳ,ଗନ୍ଧବହ,ପବମାନ
ପାହାଡ—————–ଗିରି,ପର୍ବତ,ଅଚଳ,ଭୂଦର,ଶୈଳ,ଶିଖରୀ,ଗୋତ୍ର
ପଦ୍ମ——————–କମଳ,ନଳିନୀ,ସାରସ,ରାଜୀବ,ଅରବିନ୍ଦ,ନଳିନ,ତାମରସ,ପଂକରୂଜ,ଅମ୍ବୁଜ,ବାରିଜ,ବନଜ
ପିତା——————ବାପା,ଜନକ,ତାତ,ପିଅର
ପୁଅ——————-ସୁତ,ତନୟ,ନନ୍ଦନ,କୁମର
ପୋଖରୀ—————ସର,ପୁଷ୍କରିଣୀ,ସରୋବର,ତଡାଗ,ସରସୀ
ସକାଳ—————–ପ୍ରଭାତ,ଉଷା,ପ୍ରାତଃ,ପ୍ରତ୍ୟୁଷ
Uploading soon…
Important content Click here